କାବୁଲରେ ଆତ୍ମଘାତୀ ଆକ୍ରମଣ, ୮ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ସୋମବାର ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ଅନ୍ୟୂନ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ଖବର ମୁତାବକ, ସକାଳ ପ୍ରାୟ ୮ଟାରେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ(ଏନ୍‌ଡିଏସ୍‌) ସମ୍ମୁଖରେ ଏକ ଦୁର୍ବୃତ୍ତ ନିଜ ଦେହରେ ବୋମା ଖଞ୍ଜି ବିସ୍ଫୋରଣ କରାଇଥିଲା। ଉଲ୍ଲେଖଯୋଗ୍ୟ, … Continue reading କାବୁଲରେ ଆତ୍ମଘାତୀ ଆକ୍ରମଣ, ୮ମୃତ